Shrinupradeep_(suno na suno na )
00:00
00:00
Embed Code (recommended way)
Embed Code (Iframe alternative)
Please login or signup to use this feature.

ଲେଖୁଛି ଲେଖିବି ମୁଁ _
ମନର ଭାବନା କେମିତି ଜଣାଇବି ମୁଁ _
ମୋ ହୃଦୟର ବେଦନା
କହିବି ଭାବୁଛି ହେଲେ _
କହିତ ପାରେନା

ମୋତେ ଲାଗେ _ ତମେ ଯେପରି
ଚାନ୍ଦର ଚାନ୍ଦିନି
ବନର ହରିଣୀ
ସ୍ବର୍ଗର ଅପସରୀ
ଆଉ
ଏ ଧରା ପୃଷ୍ଠର ଧରିତ୍ରୀ

***_ ଶ୍ରୀନୁପ୍ରଦୀପ_***

Licence : All Rights Reserved


X